logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଉତି
ବି. ଆସିବା (ବେଳ), (ଜାଉତି = ଯିବାବେଳ )

ଆଉନ୍‍ସାର୍‍
ବିଂ. ଆସିବା ସଂଗେ ସଂଗେ l ଦୃ:ପଢିକରି ଆଉନ୍‍ସାର୍‍ ଆମର୍‍ ବାବୁ ଖେଲି ଜାଏସି l

ଆଉର୍‍
ସଂଯୋଜକ ଅବ୍ୟୟ, ଆହୁରି, ପୁଣି, ଓ l ଦୃ: ପାଁଚ୍‍ ଟଁକାଥିଁ କାମ୍‍ ନାଇଁ ବନେ, ଆଉର୍‍ ଲାଗ୍‍ବା l

ଆଏ
କ୍ରି. ଅଟେ l ବି. ଆୟ l

ଆଏଉପେ
ବି. ଆୟ ପାଇଁ ଉପାୟ, ଅର୍ଥାଗମ ପଂଥା l ଦୃ: ପାଠ୍‍ପଢା ସଏଲା ଉତ୍‍ରୁ କିଛି ଆଏଉପେ କର୍‍ l

ଆଏ ଗୋ
ଅସମ୍ମତିସୂଚକ ପାଦ ପୂରଣାର୍ଥକ ଅବ୍ୟୟ l ଦୃ: ଆଏ ଗୋ ଇଟା କେନ୍‍ତା କଥା ?

ଆଏଁଖ୍‍
ବି. ଆଖି, ଚକ୍ଷୁ l

ଆଏଁଖ୍‍ ବଥ୍‍
ବି. ଆଖି ପତାରେ ହେବା ବଥ ରୋଗ ବିଶେଷ l

ଆଏଁଖ୍‍ ହେବା
ଚକ୍ଷୁ ରୋଗରେ ଆକ୍ରାନ୍ତ ହେବା l

ଆଏଜ୍‍
ବି. ଆଜି, ଅଦ୍ୟ l


logo