logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଆଡ଼େ
ଅ. ସମାନସ୍କଂଧ ବା କନିଷ୍ଠ ବ୍ୟକ୍ତି ପ୍ରତି 'ହୋ' 'ବୋ' ତୁଲ୍ୟ ସଂବୋଧନ |

ଆଡ଼େ ଠାଡ଼େ
ବିଂ କାମଚଳା, ଯେନକେନ ପ୍ରକାରେଣ |

ଆଡ଼େ ଦିର୍‌ଘେ
ବିଂ. ପ୍ରସ୍ଥ ଓ ଦୈର୍ଘ ବାଗରେ

ଆଡ଼େନ୍
ବି. ୧. ମାଛ ଧରିବା ପାଇଁ ଏକ ପ୍ରକାର ଗୋଲାକାର ଜାଲ | ୨. ଝରଣାରେ ମାଛ ଅଟକାଇବା ପାଇଁ ବଂଧାଯାଇଥିବା ବଂଧ |

ଆଢର୍‌ଛା
ବି. ଅତର୍ଛା |

ଆଢ୍ୟ
ବି. ସମୃଦ୍ଧିଶାଳିନତା |

ଆତା
ବି. ବାପାଂକ ଭଉଣୀ l

ଆତି
ପର-ଶବ୍ଦାଂଶ l ଶୁ+ଆତି = ଶୁଆତି, ବୁହ୍+ଆତି=ବୁହାତି, ଧରାତି, ବରାତି l

ଆଦ୍‌ରି ଖେଚ୍‌କି
ଆଦ୍‌ରି ଖେଚ୍‌କି' ଦେଖ |

ଆଦ୍‌ରିବା
କ୍ରି. ୧. ଆଦର, ଗ୍ରହଣ, ପାଳନ, ସ୍ୱୀକାର କରିବା | ୨. କଚାଡ଼ି ଦେବା |


logo