logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

bank examination
ବ୍ୟାଙ୍କର ହିସାବ-ପରୀକ୍ଷକ

bank failure
ବ୍ୟାଙ୍କ ଫେଲ୍‌କରିବା; ବ୍ୟାଙ୍କ ବିଫଳତା

bank for international settlement
ଆନ୍ତର୍ଜାତିକ ନିକାଶୀ ବ୍ୟାଙ୍କ

bank guarantee
ବ୍ୟାଙ୍କ୍ ପ୍ରତିଶ୍ରୁତି, ବ୍ୟାଙ୍କ୍ ଗ୍ୟାରେଣ୍ଟି

bank holiday
ବ୍ୟାଙ୍କ ଅବକାଶ; ବ୍ୟାଙ୍କ ଛୁଟି

bank memo
ବ୍ୟାଙ୍କର ସ୍ମାରକ ଚିଠା

bank mortgage
ବ୍ୟାଙ୍କ-ବନ୍ଧକ

bank note
ବ୍ୟାଙ୍କ ନୋଟ୍‌

bank of deposit
ଜମା-ବ୍ୟାଙ୍କ

bank of issue/bank of circulation
ନୋଟ୍‌ ପ୍ରଚାଳକ ବ୍ୟାଙ୍କ


logo