logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

bill at sight
ଦର୍ଶନୀ ହୁଣ୍ଡି

bill backing
ହୁଣ୍ଡି ପୃଷ୍ଠପୋଷଣ

bill board
ବିଜ୍ଞାପନ ପଟା, ବିଜ୍ଞାପନ ଫଳକ

bill brocker
ହୁଣ୍ଡି ଦଲାଲ୍‌

bill diary
ବିଲ ଡ଼ାଏରୀ

bill for collection
ଆଦାୟ ପାଇଁ ବିଲ୍‌, ଆଦାୟ ନିମନ୍ତେ ପ୍ରଦତ୍ତ ହୁଣ୍ଡି

bill in sets
ହୁଣ୍ଡି ସମୁଚ୍ଚୟ

bill journal
ବିଲ୍‌ ଜର୍ଣ୍ଣାଲ; ବିଲ ଜାବ୍‌ଦା

bill market
ହୁଣ୍ଡି ବଜାର

bill of credit
ଉଧାର ବିଲ୍‌


logo