logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

boat note
ନୌକା ବୋଝେଇ ପତ୍ର

bodily injury liability
ଶାରୀରିକ କ୍ଷତି ଦାୟିତ୍ଵ

body corporate
ନିଗମିତ ସଂସ୍ଥା

body language
ଶାରୀରିକ ଭାଷା

boiler and machinery insurance
ବୟଲର୍‌ ଓ ମେସିନ୍‌ ବୀମା

bonafide
ଯଥାର୍ଥ ପ୍ରକୃତ

bonafide annual value
ଯଥାର୍ଥ, ବାର୍ଷିକ ମୂଲ୍ୟ

bond
ବନ୍ଧ ପତ୍ର; ତମସୁକ; ଋଣ ପତ୍ର

bond certificate
ବନ୍ଧ ପତ୍ର; ପ୍ରମାଣ ପତ୍ର

bond deposit method
ବନ୍ଧପତ୍ର ଜମା ପଦ୍ଧତି


logo