logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

basis of estimate
ପ୍ରାକ୍‌କଳନ ଆଧାର

batch costing
ଖେପ ପରିବ୍ୟୟ ନିର୍ଦ୍ଧାରଣ, ଖେପ ପରିବ୍ୟୟାଙ୍କନ

bear (stock exchange)
ବିୟର; ମାନ୍ଦାଳିଆ ଦଲାଲ୍‌

bearer bond
ବାହକ ବନ୍ଧପତ୍ର

bearer cheque
ବାହକ ଚେକ୍‌

bearer debenture
ବାହକ ଋଣପତ୍ର

bearer scrip
ବାହକ ପାର୍ଚ୍ଚା

bearer security
ବାହକ ପ୍ରତିଭୂତି

bearish
ମାନ୍ଦାଳିଆ

behaviour study
ଆଚରଣ ଅନୁଧ୍ୟାନ


logo