logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

bank call
ବ୍ୟାଙ୍କ ଋଣ ଆଦାୟ ଡ଼ାକରା/ତଲବ

bank cash
ବ୍ୟାକ ରୋକଡ଼

bank charges
ବ୍ୟାଙ୍କ ପ୍ରଭାର

bank column cash book
ବ୍ୟାଙ୍କ ସ୍ତମ୍ବ-ବିଶିଷ୍ଟ ରୋକଡ଼ ବହି

bank credit creation
ବ୍ୟାଙ୍କ ଋଣ ସୃଜନ

bank debit
ବ୍ୟାଙ୍କ ଦାୟୀ

bank discount
ବ୍ୟାଙ୍କ ବଟ୍ଟା

bank draft (=demand draft)
ବ୍ୟାଙ୍କ ଡ୍ରାଫଟ, ବ୍ୟାଙ୍କ ଅର୍ଥ-ପତ୍ର

bank draft payable account
ଦେୟ ବ୍ୟାଙ୍କ ଡ୍ରାଫ୍ଟ ହିସାବ

bank endorsement
ବ୍ୟାଙ୍କ-ପୃଷ୍ଟାଙ୍କନ


logo