logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

barker
ନିଲାମ ଡ଼ାକୁଆ

barn
ଶସ୍ୟାଗାର

barometer stock
ପ୍ରତୀକ ଷ୍ଟକ

barratry
ନୌଚାଳକଙ୍କ ପ୍ରତାରଣା

barriers in communication
ଯୋଗାଯୋଗରେ ପ୍ରତିବନ୍ଧକ; ଯୋଗାଯୋଗ ପ୍ରତିବନ୍ଧ

barter
ବସ୍ତୁ ବିନିମୟ

base
ଆଧାର

base period
ଆଧାର କାଳ

base-line
ଆଧାର ରେଖା

basic cost/flasft (=flat cost or prime cost)
ପ୍ରାଥମିକ ପରିବ୍ୟୟ; ମୂଳ ପରିବ୍ୟୟ


logo