logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

banking syndicate
ବ୍ୟାଙ୍କ-ସିଣ୍ଡିକେଟ; ବ୍ୟାଙ୍କ ସଂଘ

banking transaction
ବ୍ୟାଙ୍କ୍ କାରବାର

banking treasury
ବ୍ୟାଙ୍କ-ଟ୍ରେଜେରୀ; ବ୍ୟାଙ୍କ କୋଷାଗାର

bankruptcy
ଦେବାଳିଆ ଅବସ୍ଥା

bar chart
ସ୍ତମ୍ଭ ଚିତ୍ର

bargain
ମୂଲଚାଲ, ମୂଲେଇ, ସଂପଣନ

bargain appeal
ମୂଲଚାଲ ଅପିଲ

bargain basement
ମୂଲଚାଲ ନିମ୍ନସୀମା/ଭୂମିସୀମା

bargain counter
ମୂଲଚାଲ କାଉଣ୍ଟର

bargain rate
ମୂଲଚାଲ ଦର


logo