logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

banker's advance
ବ୍ୟାଙ୍କ-ଉଧାର;ବ୍ୟାଙ୍କ ଋଣ

banker's bank
ବ୍ୟାଙ୍କ ସମୂହର ବ୍ୟାଙ୍କ;କେନ୍ଦ୍ରୀୟ ବ୍ୟାଙ୍କ

banker's bill
ବ୍ୟାଙ୍କ-ହୁଣ୍ଡି

banker's call rate
ବ୍ୟାଙ୍କ ତଲବୀ-ଋଣ ସୁଧହାର

banker's cheque
ବ୍ୟାଙ୍କର ଚେକ୍‌

banker's draft
ବ୍ୟାଙ୍କ ଡ୍ରାଫ୍ଟ

banker's lien
ବ୍ୟାଙ୍କର ପୁନର୍ଗ୍ରହଣାଧିକାର

banker's opinion
ବ୍ୟାଙ୍କର ଅଭିମତ

banker's order
ବ୍ୟାଙ୍କର ଆଦେଶ

banking
ବ୍ୟାଙ୍କ କାରବାର


logo