logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

bond dividend
ବନ୍ଧପତ୍ର ଆକାରରେ ଲାଭାଂଶ

bond financing
ବନ୍ଧପତ୍ର ଅର୍ଥ ବ୍ୟବସ୍ଥା

bond holder
ବନ୍ଧପତ୍ରଧାରୀ

bond washing
ବନ୍ଧପତ୍ରର ଜାଲ ବିକ୍ରୀ

bonded deal
ଅନୁବନ୍ଧିତ ସ‌ଉଦା

bonded goods
ଶୁଳ୍‌କାଧିନ ପଣ୍ୟ

bonded value clause
କର-ରିହାତି ଶୁଳ୍‌କ ଖଣ୍ଡ

bonded warehorse
ଶୁଳ୍‌କାଧିନ ମାଲଗୋଦାମ

bonus
ବୋନସ୍‌, ଅଧିଲବଧି

bonus share
ବୋନସ୍‌, ଅଧିଲବଧି ପତ୍ର


logo