logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

balance
ବାକି;ବଳକା;ଅବଶେଷ;ଉଦ୍‌ବୃତ୍ତ;ସନ୍ତୁଳନ

balance carried over/carried forward
ବଳକା ଅଗ୍ରେନୀତ

balance of payments
ଶୋଧନ ଉଦବୃତ୍ତି, ବହିଃ ଦେଣନେଣ

balance of trade
ବହିଃ ବେପାର ଉଦ୍‌ବୃତ୍ତି;ବହିଃ ବାଣିଜ୍ୟର ବଳକା

balance sheet
ଉଦ୍‌ବୃତ୍ତ ପତ୍ର

balance sheet audit
ଉଦ୍‌ବୃତ୍ତ ପତ୍ର ସମୀକ୍ଷା

balance sheet ratio
ଉଦ୍‌ବୃତ୍ତ ପତ୍ର ଅନୁପାତ

balance with other banks
ଅନ୍ୟ ବ୍ୟାଙ୍କରେ ଜମା

balanced budget
ସନ୍ତୁଳିତ ଅଟକଳ

balancing
ଉଦ୍‌ବୃତ୍ତ ନିର୍ଣ୍ଣୟନ;ବଳକା ନିର୍ଦ୍ଧାରଣ;ସନ୍ତୁଳନ, ଅବଶେଷ ନିର୍ଦ୍ଧାରଣ


logo