logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

average hourly earning
ହାରାହାରି ଘଣ୍ଟାପ୍ରତି ଆୟ

average income
ମାଧ୍ୟମାନ ଆୟ, ହାରାହାରି ଆୟ

average journey
ମାଧ୍ୟମାନ ଯାତ୍ରା

average life:(=first class life)
ହାରାହାରି ଜୀବନକାଳ, ଆୟୁଷ

average load
ହାରାହାରି ବୋଝ / ଭାର

average price
ମାଧ୍ୟମାନ ମୂଲ୍ୟ, ହାରାହାରି ମୂଲ୍ୟ

average rate
ମାଧ୍ୟମାନ ହାର/ଦର

average revenue per passenger mile
ଯାତ୍ରୀ ମାଇଲ ପ୍ରତି ହାରାହାରି ଆୟ

average revenue per ton mile
ଟନ୍ ମାଇଲ ପ୍ରତି ହାରାହାରି ଆୟ

average total unit cost
ଏକକ ପ୍ରତି ହାରାହାରି ପରିବ୍ୟୟ


logo