logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

autocratic leadership
ସ୍ୱେଚ୍ଛାଚାରୀ ନେତୃତ୍ୱ

automatic
ସ୍ୱୟଂକ୍ରିୟ, ସ୍ୱୟଂଚାଳିତ, ସ୍ୱତଃ , ସ୍ୱଚଳ

automatic exchange
ସ୍ୱୟଂଚାଳିତ ଏକ୍ସଚେଞ୍ଜ / ନିୟୋଜନ

automatic non-forfeiture
ସ୍ୱଚଳ ଅଣବାଜ୍ୟାପ୍ତି

automatic premium loan
ସ୍ୱତଃ ପ୍ରିମିୟମ୍ ଋଣ

automatic re-insurance
ସ୍ୱତଃ ପୁନର୍ବୀମା

automatic recorder system
ସ୍ୱଚଳ ପୁନର୍ବିନ୍ୟାସ ପ୍ରଣାଳୀ

automatic reinstatment clause
ସ୍ୱତଃ ପୁନଃସ୍ଥାପନ ଧାରା

automatic retailing
ସ୍ୱଚଳ ଖୁଚୁରା ବିକ୍ରୀ

automatic selling
ସ୍ୱଚଳ ବିକ୍ରୟ ବ୍ୟବସ୍ଥା


logo