logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Signature pad
ଦସ୍ତଖତ ପ୍ୟାଡ୍

Significant
ତାତ୍ପର୍ଯ୍ୟପୂର୍ଣ୍ଣ, ଗୁରୁତ୍ୱପୂର୍ଣ୍ଣ, ସାର୍ଥକ, ଉଲ୍ଲେଖଯୋଗ୍ୟ

Signify
ବ୍ୟକ୍ତ କରିବା, ପ୍ରକଟ କରିବା

Similar
ସଦୃଶ, ସଜାତୀୟ, ସମତୁଲ୍ୟ

Simple interest
ସରଳ ସୁଧ

Simultaneous
ସମକାଳ ଘଟିତ, ଏକକାଳିକ

Simultaneously
ଯୁଗପତ୍, ଏକ ସମୟରେ

Sincere
ଆନ୍ତରିକ, ସଚ୍ଚୋଟତା

Sine die
ଅନିର୍ଦ୍ଦିଷ୍ଟ କାଳପାଇଁ

Sine qua non
ଏକାନ୍ତ ପ୍ରୟୋଜନୀୟ, ଅପରିହାର୍ଯ୍ୟ ସର୍ତ୍ତ


logo