logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Sewage
ମଇଳା ପାଣି, ନାଳବାହିତ ଆବର୍ଜନା

Sex
ଲିଙ୍ଗ, ଯୋନି, ଯୌନ, ଯୌନ ସମ୍ବନ୍ଧୀୟ

Sex discrimination
ଲିଙ୍ଗ ଭେଦଭାବ

Share
ଅଂଶ, ଭାଗ, ଲଙ୍ଗଳ ଫାଳ, ଅଂଶଧନ, ଭାଗ କରିବା, ସହଭାଗୀ ହେବା

Share holder
ଅଂଶୀଦାର

Sharing
ସହଭାଜନ, ଅଂଶଭାଜନ

Shift
ପାଳି, ସ୍ଥାନାନ୍ତରଣ, ଚାଲ୍, ସ୍ଥାନାନ୍ତର କରିବା, ବଦଳାଇବା, କୌଶଳ କରିବା, ଚଳିଯିବା

Shifting
ସାନାନ୍ତାରମ, ଲବଣ, ପରିବର୍ତ୍ତନ

Shift system
ପାଳି ପଦ୍ଧତି

Shift transfer
ପାଳି ବଦଳ


logo