logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Self-government
ସ୍ୱାୟତ୍ତ ଶାସନ, ସ୍ୱଶାସନ

Semester
ବର୍ଷାର୍ଦ୍ଧ ପାଠ୍ୟକ୍ରମ, ଷାଣ୍ମାସିକ ପାଠ୍ୟକ୍ରମ, ସେମେଷ୍ଟର୍

Semi-autonomous
ଅର୍ଦ୍ଧସ୍ୱାୟତ୍ତ, ଅର୍ଦ୍ଧ ସ୍ୱୟଂଚାଳିତ

Seminar
ପାଠଚକ୍ର, ଆଲୋଚନା ଚକ୍ର, ସଂଗୋଷ୍ଠୀ

Semi-skilled labour
ଅର୍ଦ୍ଧକୁଶଳୀ

Senate
ସିନେଟ୍, ଅଧିସଭା, ବରିଷ୍ଠ ସଭା

Sender
ପ୍ରେରକ, ପ୍ରେଷକ

Senior
ଜ୍ୟେଷ୍ଠ, ବରିଷ୍ଠ, ଉଚ୍ଚତର, ପଦବୀଧାରୀ, ସନିୟର୍

Senior administrative grade
ବରିଷ୍ଠ ପ୍ରଶାସବର୍ଗ

Senior grade
ବରିଷ୍ଠ ସଦସ୍ୟ


logo