logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Open system
ଖୋଲା ପଦ୍ଧତି

Opening
ରନ୍ଦ୍ର ବାଟ, ଖୋଲା ଜାଗା, ପ୍ରାରମ୍ଭ

Opening balance
ପ୍ରାରମ୍ଭିକ ଅବଶେଷ

Opening hours
ଖୋଲା ରହିବା ସମୟ

Open learning
ମୁକ୍ତ ଶିକ୍ଷଣ

Open letter
ଖୋଲା ପତ୍ର

Open university
ମୁକ୍ତ ବିଶ୍ୱବିଦ୍ୟାଳୟ

Operating cost
ପ୍ରଚାଳନ ମୂଲ୍ୟ, ପ୍ରଚାଳନ ଲାଗତ

Operating staff
ପ୍ରଚାଳନ ଅମଲା

Operation
ଅସ୍ତ୍ରୋପଚାର, କର୍ମ, ସମ୍ପାଦନ, ଚାଳନା, ପ୍ରବର୍ତ୍ତନ


logo