logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

No smoking
ଧୂମପାନ ନିଷିଦ୍ଧ

Notable
ମହତ୍ତ୍ୱପୂର୍ଣ୍ଣ,

Not applicable (N/A)
ଅପ୍ରପୁଜ୍ୟ

Not available (N/A)
ଅନୁପଲବ୍ଧ

Note
ଟିପ୍ପଣୀ, ନୋଟ୍, ପତ୍ର, ଟିବିବା, ଟିପ୍ପଣୀ ଲେଖିବା, ଦୃଷ୍ଟିଦେବା

Notice
ନୋଟିସ୍, ବିଜ୍ଞପ୍ତି, ଧ୍ୟାନ

Noticeable
ଦର୍ଶନୀୟ, ଉଲ୍ଲେଖନୀୟ, ଜ୍ଞାପନୀୟ, ଜ୍ଞାପନଯୋଗ୍ୟ

Notification
ଅଧିସୂଚନା, ସୂଚନାପତ୍ର, ଇସ୍ତାହାର, ବିଜ୍ଞାପନ, ଘୋଷଣା

Notified area
ବିଜ୍ଞାପିତ କ୍ଷେତ୍ର / ଅଞ୍ଚଳ

Noting and drafting
ଟିପଣ ଏବଂ ଚିଠା


logo