logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Intermediate
ମଧ୍ୟବର୍ତ୍ତୀ

Intermediate college
ଇଣ୍ଟରମିଡିଏଟ୍ ମହାବିଦ୍ୟାଳୟ, ମାଧ୍ୟମିକ ମହାବିଦ୍ୟାଳୟ

Intern
ନଜରବନ୍ଦୀରେ ରଖିବା, ନଜରବନ୍ଦ କରିବା,ଶିକ୍ଷାର୍ଥୀ ଚିକିତ୍ସକ, ଗୁରୁ ଛାତ୍ର

Internal
ଆଭ୍ୟନ୍ତରୀଣ

International law
ଆନ୍ତର୍ଜାତିକ, ଆନ୍ତଃରାଷ୍ଟ୍ରୀୟ

Internship
ପ୍ରଶିକ୍ଷୁତା

Interpolation
ପ୍ରକ୍ଷିପ୍ତାଂଶ, ଅନ୍ତର୍ବେଶନ

Interpretation
ବ୍ୟାଖ୍ୟା କରିବା

Interrogate
ପୁଚ୍ଛତାଚ୍ଛ କରିବା, ପଚରା ଉଚ୍ଚରା କରିବା

Interrupt
ବିଘ୍ନିତ କରିବା, କ୍ରମଭଙ୍ଗ କରିବା, ବ୍ୟାହତ କରିବା


logo