logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Intent
ଅଭିଳାଷ, ଅଭିପ୍ରାୟ, ଉଦ୍ଦେଶ୍ୟ

Interaction
ପାରସ୍ପରିକ ପ୍ରତିକ୍ରିୟା

Inter alia
ଅନ୍ୟାନ୍ୟ ବିଷୟ ମଧ୍ୟରେ

Inter-departmental
ଅନ୍ତର୍ବିଭାଗୀୟ

Interest
ସୁଧ, ସ୍ୱାର୍ଥ, ଆଗ୍ରହ

Interfere
ହସ୍ତକ୍ଷେପ କରିବା

Interim
ମଧ୍ୟବର୍ତ୍ତୀ, ମଧ୍ୟକାଳୀନ

Interim order
ମଧ୍ୟକାଳୀନ ପ୍ରମାଣପତ୍ର

Interim relief
ମଧ୍ୟକାଳୀନ ସହାୟତା

Interim report
ଅସ୍ଥାୟୀ ବିବରଣୀ, ସାମୟିକ ବିବରଣୀ, ମଧ୍ୟବର୍ତ୍ତୀ ବିବରଣୀ


logo