logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Haulage
ଲଦେଇ ଶୁଳ୍କ

Hawker
ଫେରିବାଲା, ବୁଲା ବିକାଳି

Hazard
ସଙ୍କଟ, ସଙ୍କଟ ବରଣ କରିବା

Head
ମୁଣ୍ଡ, ମୁଖ୍ୟ, ପ୍ରଧାନ, ବୁଦ୍ଧି, ଶୀର୍ଷ, ସାମନା କରିବା, ଅଗ୍ରସର ହେବା, ନେତୃତ୍ୱ ନେବା

Head office
ମୁଖ୍ୟ କାର୍ଯ୍ୟାଳୟ

Headquarter
ସଦର ମହକୁମା, ମୁଖ୍ୟାଳୟ

Health certificate
ସ୍ୱାସ୍ଥ୍ୟ ଅଧିକାରୀ

Hearing
ଶୁଣାଣି, ଶ୍ରବଣ ଶକ୍ତି

Hearsay
ଶୁଣା କଥା, ଜନରବ

Heavy vehicle
ଭାରି ବାହନ, ଚୌରସ ଯାନ


logo