logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Handle
ବେଣ୍ଟ, ହାଣ୍ଡଲ, ହାତକୁ ନେବା, ଚଳେଇବା, ସମ୍ଭାଳିବା, କାରବାର କରିବା, ପରିଚାଳନା କରିବା

Handloom
ହସ୍ତତନ୍ତ୍ର

Handy
ସୁବିଧାଜନକ, କ୍ଷୁଦ୍ର

Hand-over
ଦେଇଦେବା, ହସ୍ତାନ୍ତର କରିବା

Handwriting
ହସ୍ତାକ୍ଷର, ହାତଲେଖା

Harassment
ହଇରାଣ

Harbour
ପୋତାଶ୍ରୟ, ଆଶ୍ରୟ ଦେବା

Hard labour
କଠିନ ପରିଶ୍ରମ, କଠୋର ଶ୍ରମ

Hardware
ଲୁହା ସାମାନ, ଧାତବ ସାମଗ୍ରୀ, କଂପ୍ୟୁଟର ପ୍ରଭୃତି ଇଲେକ୍ଟ୍ରୋନିକ ଉପାଦାନ

Hard working
କଠିନ ପରିଶ୍ରମୀ


logo