logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Foot note
ପାଦଟିପ୍ପଣୀ, ପାଦଟୀକା

Forced labour
ବେଠି

Forecast
ପୂର୍ବାନୁମାନ, ପୂର୍ବାନୁମାନ କରିବା,

Foregone conclusion
ପୂର୍ବବିଦିତ ପରିଣାମ

Foreign
ବାହ୍ୟ, ବୈଦେଶିକ, ବିଦେଶୀ

Foreman
ଫୋରମେନ୍, କାର୍ଯ୍ୟ ନିରୀକ୍ଷକ କର୍ମଚାରୀ, ଶ୍ରମ ନିରୀକ୍ଷକ

Forenoon
ପୂର୍ବାହ୍ନ

Foresight
ଦୂରଦର୍ଶିତା

Foreword
ଅଗ୍ରଲେଖ, ଭୂମିକା, ମୁଖବନ୍ଧ

Forfeit
ହରଣ କରିବା, ବାଜ୍ୟାପ୍ତ କରିବା, ଅଧିକାର ରହିତ ବସ୍ତୁ, ଜୋରିମାନା ବାବଦକୁ ଦିଆଯିବା ପଦାର୍ଥ


logo