logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Floor
ଚଟାଣ, ତଳ, ମହଲା

Flow
ପ୍ରବାହିତ ହେବା, ପ୍ରବାହ

Fluctuation
ଦୋଳାୟମାନ ଅବସ୍ଥା, ହ୍ରାସବୃଦ୍ଧି

Foeticide
ଭୃଣହତ୍ୟା

Folder
ଭାଙ୍ଗକରା ଖୋଲ, ଭାଙ୍ଗକରା ବହି, ଫୋଲଡ଼ର

Folio
ଭଙ୍ଗା-କାଗଜ, ଫୋଲିଓ

Follow
ଅନୁସରଣ କରିବା, ଅନୁଗମନ କରିବା, ବୁଝି ପାରିବା

Following
ନିନ୍ମଲିଖିତ, ପରବର୍ତ୍ତୀ, ଅନୁଗାମୀ ବର୍ଗ

Follower
ଅନୁଗାମୀ ବ୍ୟକ୍ତି, ଅନୁସଣିଆଁ

Foment
ସେକିବା, ଉତ୍ତେଜିତ କରିବା


logo