logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Fix
ଧାର୍ଯ୍ୟ କରିବା, ସ୍ଥିର କରିବା, ଲଗାଇବା, ସ୍ଥାୟୀ କରିବା, ଆୟୋଜନ କରିବା

Fixation
ସ୍ଥିରୀକରଣ

Fixed
ନିୟତ, ସ୍ଥାୟୀ, ସ୍ଥିରୀକୃତ, ଧାର୍ଯ୍ୟ

Flag
ପତାକା, ନିଶାଣ, ଧ୍ୱଜା

Flap
ଲଟକଣ, ଆଚ୍ଛାଦକ, ଡେଣା ଝାଡିବା

Flat
ଚେପ୍ଟା, ନିସ୍ତେଜ, ସମଭୂମି, ଭବନାଂଶ, ଫ୍ଲାଟ

Fleet
ଦ୍ରୁତଗାମୀ, ନୌବହର, ପୋଡ ସମୂହ

Flexibility
ମନମୀୟତା

Flight
ଉଡ଼ିବା ଶକ୍ତି, ବିମାନ ଯାତ୍ରୀ, ଉଡ଼ାଣ, ଉଡନ୍ତା ପକ୍ଷୀ ଦଳ

Flood relief
ବନ୍ୟା ରିଲିଫ୍


logo