logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Fatigue
କ୍ଳାନ୍ତି

Fault
ଦୋଷ, ତ୍ରୁଟି, ଗଲତି

Favour
ଅନୁଗ୍ରହ, ସପକ୍ଷ, ଅନୁଗ୍ରହ କରିବା, ସମର୍ଥନ କରିବା

Feasibility
ସମ୍ଭାବ୍ୟତା, ସମ୍ଭାବନା, ସାଧ୍ୟତା, କାର୍ଯ୍ୟକାରିତା

Federation
ମହାସଂଘ, ସଂଘ ଶାସନ

Fee
ଫିସ୍, ଫି

Feed back
ପ୍ରତିକ୍ରିଯା, ଘଟଣା ବା ପରୀକ୍ଷଣ ର ପ୍ରତିକ୍ରିଯା

Feeling
ଅନୁଭବ, ମନୋଭାବ, ସଂବେଦନା

Felicitate
ଅଭିନନ୍ଦନ କରିବା

Fellow
ଅଧିସଦସ୍ୟ, ସତୀର୍ଥ, ବୃତ୍ତିଭୋଗୀ ଗବେଷକ, ସହଚର, ସାଥି


logo