logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Date of arrival
ଆସିବା ଦିନ, ଆଗମନ ତାରିଖ

Date of birth
ଜନ୍ମ ତାରିଖ

Date of departure
ଯିବା ଦିନ, ପ୍ରସ୍ଥାନ ତାରିଖ

Date of discharge
କାର୍ଯ୍ୟମୁକ୍ତି ତାରିଖ

Date of maturity
ପରିପକ୍ୱତା ତାରିଖ

Date of receipt
ଗ୍ରହଣ କରିବା ତାରିଖ

Date stamp
ତାରିଖୀ ମୋହର

Day scholar
ଅନାବାସୀ ଛାତ୍ର

Day shift
ଦିନବାରି

Days of grace
କୋହଳ ସମୟ, ଅନୁଗ୍ରହ ପ୍ରଦତ୍ତ କାଳ, ରିହତି କାଳ


logo