logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Damages
ଖେସରା, ଖେସାରତ

Dangerous
ବିପଜ୍ଜନକ, ବିପଦସଙ୍କୁଳ

Daring
ନିର୍ଭୀକ, ସାହସୀ, ନିର୍ଭୀକତା, ସାହସିକତା, ସାହସ

Data
ତଥ୍ୟାବଳୀ, ଦତ୍ତ-ତଥ୍ୟ

Data bank
ତଥ୍ୟାବଳୀ ବ୍ୟାଙ୍କ

Data base
ସଂଗଣକ(କଂପ୍ୟୁଟର)ରେ ଶୃଙ୍ଖଳିତ ଭାବେ ରକ୍ଷିତ ସ୍ୱୀକୃତ ବିଷୟ, ଡାଟା ପ୍ରସେସିଂ, ତଥାବଳୀ ପ୍ରସେସିଂ

Data collection
ତଥ୍ୟବଳୀ ସଂଗ୍ରହ

Data feeding
ତଥ୍ୟାବଳୀ ଯୋଗାଣ, ତଥ୍ୟାବଳୀ ଫିଡିଂ

Data processing
ଦତ୍ତ ବିଷୟ ଅନୁଶୀଳନ ପାଇଁ ସ୍ୱୟଂକ୍ରିୟ ପଦ୍ଧତି, ଡାଟା ପ୍ରସେସିଂ

Date
ତାରିଖ, ଖଜୁରୀ, ତାରିଖ ନିରୂପଣ କରିବା, କାଳ ଗଣନା କରିବା


logo