logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Closure
ସମାପ୍ତି

Clue
ସୂତ୍ର, ରହସ୍ୟାର ଖିଅ

Co (as in 'co-chairman')
ସହ, ଉପ

Co-accused
ସହ-ଅଭିଯୁକ୍ତ

Coaching
ଅନୁଶିକ୍ଷଣ, ଘରୋଇ ଶିକ୍ଷାଦାନ

Coalition government
ମିଳିତ ସରକାର

Code
ସଂହିତା, ବିଧି ଗ୍ରନ୍ଥ, ସଙ୍କେତ ଲିପି, କୂଟ ଲିଖନ, ସଙ୍କେତ ଦେବା

Code number
ସଙ୍କେତିକ ନମ୍ବର

Code of conduct
ଆଚରଣ ବିଧି, ଆଚରଣ ସଂହିତା

Code word
ସଙ୍କେତ ଶଦ୍ଦ


logo