logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Civil marriage
ବୈଧାନିକ ବିବାହ, ଆଇନସମ୍ମତ ବିବାହ

Civil procedure code
ସିଭିଲ ପ୍ରକ୍ରିଯା ସଂହିତା

Civil service
ସରକାରୀ ଚାକିରି

Civil suit
ଦେବାନି ମକଦ୍ଦମା

Civil supplies
ନାଗରିକ ପୁର୍ତ୍ତ

Civil war
ଗୃହ ଯୁଦ୍ଧ

Claim
ଦାବି, ଦାବି କରିବା

Claimant
ଦାବିଦାର

Claim form
ଦାବି ଫର୍ମ

Claim for refund
ଫେରସ୍ତ ଦାବୀ


logo