logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Certify
ପ୍ରମାଣନ କରିବା

Cess
ଉପ-କର, ସେସ୍

Cessation
ବିରତି, ସମାପ୍ତି, ଅବସାନ

Chain
ଜଞ୍ଜିର, ଚେନ୍, ଜରିବ, ଶୃଙ୍ଖଳ

Chairman/chairperson
ସଭାଧ୍ୟକ୍ଷ, ଚେୟାରମ୍ୟାନ୍, ମୂଖ୍ୟ, ଆଧ୍ୟକ୍ଷ

Challan
ଚାଲାନ

Challenge
ଆହ୍ୱାନ କରିବା, ଆପତ୍ତି କରିବା, ଆହ୍ୱାନ, ଆପତ୍ତି

Chamber
କକ୍ଷ, କୋଠରୀ, ଚାମ୍ୱର, ସଭାଗୃହ, ସଂଗଠନ

Chamber of commerce
ବଣିକ ମଣ୍ତଳ

Change
ପରିବର୍ତ୍ତନ, ଖୁଚୁରା, ସ୍ଥାନ ପରିବର୍ତ୍ତନ, ବିନିମୟ


logo