logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Balance sheet
ସନ୍ତୁଳିତ ଫର୍ଦ୍ଦ

Ballot
ମତପତ୍ର, ଭୋଟପତ୍ର

Ballot box
ଭୋଟ୍ ବାକ୍ସ

Ballot paper
ଭୋଟ କାଗଜ, ମତପତ୍ର

Ban
ବାରଣ, ନିଷେଧାଜ୍ଞା, ବାରଣ କରିବା,

Bank
ତଟ, ବ୍ୟାଙ୍କ, ବ୍ୟାଙ୍କରେ ରଖିବା

Bank account
ବ୍ୟାଙ୍କ ହିସାବ, ବ୍ୟାଙ୍କ ଆକାଉଣ୍ଟ

Bank balance
ବ୍ୟାଙ୍କ ଶେଷ

Bank charges
ବ୍ୟାଙ୍କ ପ୍ରଭାର

Bank guarantee
ବ୍ୟାଙ୍କ ପ୍ରତ୍ୟାଭୂତି


logo