logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Borrowing power
ଉଧାର ନେବା ଶକ୍ତି

Boss
ମୁନିବ, ହାକିମ, କର୍ତ୍ତା, ପ୍ରଭୁତ୍ୱ ଜାରି କରିବା

Bottleneck
ଅନ୍ତରାୟ, ବାଧା

Bracket
ବନ୍ଧନୀ, ନାଗଦନ୍ତ, ବ୍ରାକେଟେ, ବନ୍ଧନୀରେ ରଖିବା

Boundary
ସୀମା

Boycott
ବହିଷ୍କାର

Brain drain
ପ୍ରତିଭା ପ୍ରବାସ, ପ୍ରତିଭା ପଳାୟନ

Branch office
ଶାଖା କାର୍ଯ୍ୟାଳୟ

Breach
ଫାଟ, ଭଙ୍ଗ, ଘାଇ, ଭଙ୍ଗ କରିବା, ବାଟ ଭାଙ୍ଗିବା

Breach of agreement
ରାଜିନାମା ଭଙ୍ଗ


logo