logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Board of directors
ନିର୍ଦ୍ଦେଶକ ମଣ୍ତଳୀ, ପରିଚାଳନା ମଣ୍ତଳୀ

Board of revenue
ରାଜସ୍ୱବୋର୍ଡ, ରାଜସ୍ୱ ପରିଷଦ

Body
ଶରୀରସ ନିକାୟ, ମୁଖ୍ୟାଂଶ

Bodyguard
ଅଙ୍ଗରକ୍ଷୀ, ଦେହରକ୍ଷୀ

Bogus voucher
ନକଲି ଭାଉଚର, ନକଲି ପ୍ରାପ୍ତି ସୁଚକ ରସିଦ

Bonafides
ସାଧୁତା, ଅକପଟତା

Bond
ତମସୁକ,ବନ୍ଧପତ୍ର, ମୁଚାଲିକା, ବଣ୍ତ, ଅଙ୍ଗୀକାର ପତ୍ର

Bonded labour
ବେଠିଆ, ବନ୍ଧକ ଦାସ, ଗୋତି ଶ୍ରମିକ

Bonus
ବୋନସ, ଅଧିଲାଭ

Booking office
ଟିକଟ ଘର


logo