logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Blockade
ଅବରୋଧ

Blocked capital
ଅବରୁଦ୍ଧ ପୁଂଜୀ

Block letter
ବଡ଼ ଅକ୍ଷର, ସୁସ୍ପଷ୍ଟ ଅକ୍ଷର

Blood donation
ରକ୍ତଦାନ

Blood relations
ରକ୍ତସଂପର୍କ

Blue collar job
କାୟିକ କାର୍ଯ୍ୟ

Blueprint
ପକ୍କା ନକ୍ସା, ନୀଳ ଛାପା, ପ୍ରତିଚିତ୍ର

Bluff
ଭୁରୁଡ଼ି, ଭୁରୁଡ଼ି ମାରିବା, ଫାଙ୍କିବା

Board
ମଣ୍ତଳୀ, ବୋର୍ଡ, ଭୋଜନ, ପଟା, ଫଳକ, ସମିତି, ପରିଷଦ

Boarding and lodging
ରୋଜନ ଏବଂ ଆବାସ


logo