logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Aggregation
ଏକତ୍ରୀକରଣ, ସମଷ୍ଟି, ସମୁଚ୍ଚୟ

Aggrieved
ବ୍ୟଥିତ, କ୍ଷୁବ୍ଧ, ଅପମାନିତ

Agitation
ଆନ୍ଦୋଳିତ

AGM (annual general meeting)
ବାର୍ଷିକ ସାଧାରଣ ବୈଠକ

Agreement
ସମ୍ମତି, ରାଜିନାମା, ଐକ୍ୟ

Agreement form
ରାଜିନାମା ପତ୍ର, ଏକରାର-ନାମା

Agriculture
କୃଷି, ଚାଷ

Agro-industry
କୃଷି-ଉଦ୍ୟୋଗ, କୃଷି-ଶିଳ୍ପ

Aid
ସହାୟତା, ସାହାଯ୍ୟ

Alarm
ତ୍ରାସ, ବିପଦ ସଂକେତ, ଆଲାରମ୍


logo