logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

Avoid
ଦୂରେଇ ରହିବା, ପରିହାର କରିବା

Avoidance of tax
କରରୁ ବଂଚିତ

Awaited
ପ୍ରତିକ୍ଷିତ

Award
ଅଧିନିର୍ଣ୍ଣୟ, ପୁରସ୍କାର, ଅଧିନିର୍ଣ୍ଣୟ ଦେବା, ପ୍ରଦାନ କରିବା, ମଂଜୁର କରିବା

Awarding authority
ଅଧିନିର୍ଣ୍ଣୟ କତ୍ତୃପକ୍ଷ

Awareness
ଜାଗରୁକତା

Backdated
ପୁର୍ବଦିନାଙ୍କିତ, ପୁରୁଣାକାଳିଆ, ପିଛିଲା ତାରିଖର

Background
ପୃଷ୍ଠଭୂମି, ପଛପଟ

Back log
ପିଛିଲା କାମ, ବକେୟା କାମ

Back out
ହଟିଯିବା


logo