logo
भारतवाणी
bharatavani  
logo
Knowledge through Indian Languages
Bharatavani

Fundamental Administrative Terminology (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Fundamental Administrative Terminology (English-Odia)

At par
ସମାନ ମୂଲ୍ୟରେ, ସମମୂଲ୍ୟରେ

At premium
ଅଧିକ ମୂଲ୍ୟରେ

Attach
ସଂଲଗ୍ନ କରିବା, ଆସକ୍ତ ହେବା, କୋରଖ କରିବା

Attached office
ସଲଗ୍ନ କାର୍ଯ୍ୟାଳୟ, ସଂଯୁକ୍ତ କାର୍ଯ୍ୟାଳୟ

Attachment
ଆସକ୍ତ, କୋରଖ

Attachment order
କୋରଖ ଆଦେଶ

Attainment
ସିଦ୍ଧି, ଅର୍ଜିତ ବିଦ୍ୟା

Attempt
ପ୍ରଯତ୍ନ, ଉଦ୍ୟମ, ଚେଷ୍ଟା

Attendance
ହାଜିରା, ପରିଚର୍ଯ୍ୟା, ହାଜିରି

Attendance register
ହାଜିରା ଖାତା, ଉପସ୍ଥିତି ରେଜିଷ୍ଟର


logo