logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଉଜ୍ଜଳକରିବା
ୱେନ୍ନେଲ୍ ତୁଙ୍ଗାନାଦ୍

ଉଜ୍ଜଳ
ୱେନ୍ନେଲ୍ / ୱେସ୍
ଆଜି ଜହ୍ନ ଉଠି ଉଜ୍ଜଳ ଅଛି
ନେଣ୍ଡ ନେଲ୍ଲା ପୋଇସ୍ ୱେନ୍ନେଲ୍ ମିନ୍ଦି

ଉଝାଳିବା
ଲସ୍କନାଦ୍ / ଏର୍‌ତୋରାନାଦ୍

ଉଠିବା
ତେଦାନାଦ୍

ଉଡ଼ିବା
ପର୍ରୁପା'ର୍‌ତାନାଦ

ଉଡ଼ାକଥାରେ ବିଶ୍ୱାସ କରନାହିଁ
ଆଚ୍ଛାତା ମାଟାଙ୍କୁ ନାମ୍ମାମାଟ୍

ଉତ୍ତରାଧୀକାରୀ
ବେରାର୍‌ତୋର

ଉତ୍ତେଜିତ କରିବା
ତାର୍‌ପ୍‌ନାଦ

ଉଦୁଉଦିଆଖରା
ଧାଡ଼୍‌ଧାଡ଼୍ କା' ହାଁଖା

ଉଦ୍‌ଯାନବୋମା
ଗାଲବାମ୍


logo