logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

at sea (vessel)
ସମୁଦ୍ର ଯାତ୍ରାରେ

at sight
ଦର୍ଶନୀ

at source
ଉତ୍ସରେ, ମୂଳରେ

at station price
ଷ୍ଟେସନ ପର୍ଯ୍ୟନ୍ତ ମୂଲ୍ୟ

attachment
ସଂଲଗ୍ନ

attained age
ପ୍ରାପ୍ତ ବୟସ

attention' line
ଧ୍ୟାନ ପଂକ୍ତି

attestation clause
ପ୍ରମାଣନ ଧାରା

attitude
ଦୃଷ୍ଟିଭଙ୍ଗୀ, ମନୋବୃତ୍ତି

attitude segmentation
ମନୋବୃତ୍ତି ଭିତ୍ତିକ ବିଭାଜନ


logo