logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

କକ୍ଷ
କ ଗାଦ୍

କୋୟାଜାତି
କୋୟଓଡ଼

କଣ୍ଠ ସଂଙ୍ଗୀତ
ଲେଙ୍ଗ୍ ପାଟା

କଣ୍ଠ
ଲେଙ୍ଗ୍
ତା'ର କଣ୍ଠସ୍ୱର ଭଲଲାଗେ
ଉନ୍‌ଲେଙ୍ଗ୍ ସୟମିନ୍ତେ

କରଜ ସୁଝିବା
ବା'କ୍ ଦେଃତାନାଦ୍
ମୁଁ ବହୁତ ଦିନର କରଜ ଆଜି ସୁଝିଦେଲି
ନାନ୍ନ ସୁମ୍ମାରେ ରୋଜ୍‌କିନ୍ ବା'କ୍ ଦେନେତ୍‌ପାନ୍

କଷ୍ଟ ପାଇବା
କାଷ୍ଟାମ୍ ଦୋରକାନାଦ୍
ମୁଁ ବହୁତ କଷ୍ଟ ପାଇଛି
ନାକିଝିଂ ଗାଟି କାଷ୍ଟାମ୍ ଦୋରକଥା

କଷ୍ଟ
କାଷ୍ଟାମ୍ / ତିପ୍ପା
କଷ୍ଟକଲେ ସୁଖ ମିଳେ
ତିପ୍ପା ଆତ୍ କି ସୁଖାମ୍ ଦୋରକୀତ୍

କହୁଣି
ଖୁଣ୍ଡୋଗାଇ
ଭୀମର କହୁଣୀ ଛିଣ୍ଡିଲା
ଭୀମାନ୍ ଖୁଣ୍ଡୋଗାଇ ତେଗ୍‌ତ୍‌ଥା

କୁଟୁମ୍ବ
କୁଟମାମ୍

କାଠଯୋଡ଼ି
କାଠଯୋଡ଼ି


logo