logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

କମ୍ପନ
ଦିଡିଇଙ୍ଗ୍

କମ୍ବଲ
କାମ୍ବାଲ୍

କମେଇବା
ତାକ୍କୱାତୁଙ୍ଗାନାଦ

ଦର କମେଇବା
ମୋଲାତାକ୍କୱା ତୁଙ୍ଗାନାଦ

କମାରଶାଳ
କାମାର ଗୁଡ଼ସି

କଣ୍ଟା
କୋୟେ

କଢ
ବଡ୍ଡେ

କଠିନ
ଧୁର୍ଷ

କଟୁରୀ
କାସ୍‌ସେର୍ / ଏଟ୍‌ଟାଡ଼୍
କଟୁରୀରେ କାଟିବା
କାସେର୍‌ତି କୋଇଦି କାଲ୍

କହିବା
କେତ୍‌ତାନାଦ୍
ଆମେ ସମସ୍ତେ କହିବା
ମାନାଡ଼ ସାର ରିଣେର କେତ୍‌ତିକାଡ଼


logo