logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Koya Sabdakosa

ଚିପୁଡିବା
ପୀରାନାଦ୍
ଗାମୁଛା ଚିପୁଡାଅ
ସୀଲିପୀରା

ଚାବି ଖୋଲିବା
ତାଲାମ୍ ତୀସାନାଦ୍
ସେ ଚାବି ଖୋଲୁଅଛ
ଉଣ୍ଡ ତାଲାମ୍ ତୀସୋ ମିଦେଣ୍ଡ

ଚାବୁକ୍ ମାରିବା
ଦୁଟ୍‌ତିୱାତ୍‌ସାନାଦ୍
ସେ ଚାବୁକରେ ମାରୁଛି
ଉଣ୍ଡ ଜୁଟ୍‌ତି ୱାଡ଼୍‌ସୋମିନ୍ଧେଣ୍ଡ

ଚର୍ବି
କୋଡ୍‌ୱସ୍

ଚୁମ୍ବକ
ଚୁମ୍ବକ୍

ଚିମୁଟିବା
କିର୍‌ସାନାଦ୍

ଚିମୁଟା
ଚିମୁଟା

ଚାମୁଚ
ଉକକୁଡ଼ / ଟେଡ଼୍

ଚର୍ମ
ତଲକା

ଚର୍ମରୋଗ
ତଲକାରୋଗ


logo