logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

assay
ଧାତୁ ପରୀକ୍ଷା

assemble
ସଂଯୋଜନ, ସମ୍ମେଳନ

assembler
ସମୁଚୟ କର୍ତ୍ତା, ସଂଯୋଜନ କର୍ତ୍ତା

assembling agent
ସମୁଚୟ ଅଭିକର୍ତ୍ତା

assembly line production
ସମାନୁକ୍ରମ ଉତ୍ପାଦନ

assent
ସମ୍ମତି

assented bond
ପୂନର୍ଗଠନ ସମ୍ମତି ବଣ୍ଡ/ ତମସୁକ, ବନ୍ଧ ପତ୍ର

assented stock
ସମ୍ପତିଦତ୍ତ ଷ୍ଟକ୍‍

assessable entity
ନିଦ୍ଧାରଣ ଯୋଗ୍ୟ

assessable stock
କର ନିଦ୍ଧାରଣୀୟ ସାମଗ୍ରୀ


logo