Odia-Oraon-Kisan-Sabdakosh
ଅସମ୍ଭବ ବୋଲି କେବେ କହ ନାହିଁ
ମାମାନଦ ବୁଲି ଏକ୍ଲାହି ଆମ୍କେ ତେଙ୍ଗା
ମାନାପୋଲ ବାଆର ଆମ୍କେ ସେ ବାଆ
ନିଲିଆ ସାରାଗ ବଗ୍ଗେ କଡେଦ୍
ଲିଲ୍ ମେରଖାନ୍ତା ବାଦାଲି ଆନାଇତ ଶୋଭଇ
ଅସ୍ତ ବେଳେ ସୂର୍ଯ୍ୟ ଲାଲ ଦେଖାଯାଏ
ବିଡ଼ିପୁତୁନାଗେ ବିଡ଼ି ଲାଲ ଏଥ୍ରିଦ୍
ବିଡ଼ିପୁତୁନା ବାରି ବିଡ଼ି ଲଲହନ ଇଥ୍ରି
ଦେଶ ପାଇଁ ପ୍ରାଣ ଦେବା ବ୍ୟକ୍ତି ଅମର ହୁଅନ୍ତି
ଦେଶଘି ଲାଗାନ୍ ଜୀୟାଚିନା ଆଲାର ଅମର ମାନାୟଁ
ରାଜିଗେ ଜୀୟାଚିନା ଆଲାର ଆମାର ମାନ୍ନାର
ଅପରିଷ୍କାର ହୋଇ ରହିଲେ ରୋଗ ହୁଏ
ପୁହୁଡ଼ି ରାଚ୍କୁନ ବେମାର ମାନିଦ୍
ପୁହୁଡ଼ି ରାଚ୍କୁନୁ ବେମାର ମାନି
ଫସଲ ଅମଳ ସମୟେ ଚାଷି ଖୁସି ହୁଏ
ଚାସଉରଖାନା ବେଡ଼ାଗେ ଚାସିସ୍ ଖୁସି ମାନ୍ଦାସ୍
ଚାସଉରଖାନା ବେଡ଼ାଗେ ଚାସିସ୍ ଖୁସି ମାନ୍ଦାସ୍
ଅପାର ଧନ ଅପେକ୍ଷା ପ୍ରେମ ଉତ୍ତମ
ବାଗ୍ଗେ ଧାନୁନ୍ତି ପ୍ରେମ୍ ବାନେଦ୍
ବାଗ୍ଗେ ଧାନ ଦାଉଲତ ତି ପ୍ରେମ ଦାଓ
ଅବଶିଷ୍ଟ ସମୟ ମୁଁ ବଗିଚା କାମ କରେ
ବାକି ବେଡ଼ାନୁ ଏନ୍ ବାଟ୍ଘି ନାଲଖୁ କାମଦାନ୍
ବାକି ବେଡ଼ାନୁ ଏନ୍ ବାଟଙ୍ଗି ନାଲଖ ନାନ୍ଦାନ୍
ମନ୍ଦ ଅଭ୍ୟାସକୁ ନିଜଠୁ ଅନ୍ତର କର
ଖାରାପ୍ ଧାନ୍ଦା ବନ ନିଜରସ୍ତି ଅଥ୍ରାଚିୟା
ମାଇଦାଓ ଆଭ୍ୟାସାନ୍ ତାଂଗାଆ ଗୁସ୍ତେ ତାଇକୁଟି ନାନା
ଏନ୍ କମ୍ ତେଙ୍ଗେଦାନ୍ ବାଗ୍ଗେ ନାନ୍ଦାନ୍
ଏନ୍ କମ୍ ତେଙ୍ଗେଦାନ୍ ବାଗ୍ଗେ ନାନ୍ଦାନ୍