Odia-Oraon-Kisan-Sabdakosh
ବିଦ୍ୟାଳୟରେ କ୍ରିଡ଼ା ଆୟୋଜନ କରାଗଲା
ଇସ୍କୁଲନୁ ଖେଲକୁଦ ଯୋଗାଢ କାମାକେରା
ଇସ୍କୁଲନୁ ଖେଲକୁଦ ଯୋଗାଢ ନାନ୍ତାରା
ଜଙ୍ଗଲ ହାତୀମାନଙ୍କ ଆବାସ ଅଟେ
ହାର୍ବୁନୁ ହାଥିଘି ରାଆନା ଆଡ୍ଡା
ଟଡ଼ାଙ୍ଗନୁ ହାଥିଘି ରାଆନା ଆଡ୍ଡା ହିକେ
ପିତାମାତାଙ୍କର ଆଦେଶ ମାନିବା ଆବଶ୍ୟକ
ବୁଆ ମାଆର ଘି କାଥାନ୍ ମେନ୍ନା ଦାରକାର
ବାଙ୍ଗାୟୋର ଘି କାଥାନ୍ ମେନ୍ନା ଦାରକାର
ସୂର୍ଯ୍ୟଠାରୁ ପୃଥିବୀକୁ ଆଲୋକ ଆସେ
ବିଇଡିନ୍ତିନ୍ ଧାରତୀଗେ ବିଲ୍ଲୀ ବାରିଦ୍
ବିଇଡିନ୍ତିନ୍ ଧାରତୀଗେ ବିଲ୍ଲୀ ବାରିଇ
ପରତିସ୍ସ ଶୋଚନାଦ୍ ପାପ୍ଦୁ
ଏଙ୍ଘଘାୟ ନିଂଘାୟ ବିଚ୍ଛେତ ନାନ୍ନାପାପ ହିକେ
ମୁଁ ତୁମର ଆରୋଗ୍ୟ କାମନା କରେ
ଏନ ନିଙ୍ଘାଏ ବାନେ ମାନ୍ନା କାମାନା କାମାଲଦାନ୍
ଏନ ନିଙ୍ଘାଏ ଦାଓମାନ୍ନାଗେ ଶୋଚଦାନ
ଆମ ଆଚରଣ ମାର୍ଜିତ ହେବା ଉଚିତ
ଏମ୍ହାଏ ବେଭାର ବହୁତ ବାଢିଆ ମାନ୍ନା କାଥା
ଏମ୍ହାଏ ବେଭାର ବହୁତ ବାଢିଆ ମାନ୍ନା କାଥା
ଆମ ବାରିରେ ଗୋଟିଏ ଆମ୍ବଗଛ ଅଛି
ଏମ୍ହାଏ ବାଟ୍କିନୁ ଅଣ୍ଟା ଟାଠା ମାନ୍ନୁ ଆତ୍ଲି
ଏମ୍ହାଏ ବାଟ୍କିନୁ ଅଣ୍ଟା ଟାଟଖା ମାନ୍ନେ ଆତ୍ଲି
ଲୋକେ ନୂଆବର୍ଷ ଆଡ଼ମ୍ବର ସହିତ ପାଳନ୍ତି
ଆଲାର ପୁନା ବରଷ ଜାକ ଜମକନୁ ମାନା ବାନାର
ଆଲାର ପୁନା ବରଷ ଜାକ ଜମକନୁ ମାନା ବାନାର