Odia-Oraon-Kisan-Sabdakosh
ଭଲ ଫସଲ ଦେଖି ଚାଷୀ ଆଶ୍ୱସ୍ତ ହୁଅନ୍ତି
ଭଲ ଫସଲ ଏରି ଚାସି ଖୁସି ମାନ୍ଦାସ୍
ବାଡ଼ିୟା ଫାସାଲ ଏରାକି ଚାଷିସ୍ ଖୁସମାର ଦାସ
ପିଲାମାନେ ପାଠ ପଢ଼ାରେ ଅଧିକ ଆଗ୍ରହୀ ହେବା ଉଚିତ
ହାଦ୍ଦାର ପାଠ ପାଢ଼ାଗେ ଧ୍ୟାନ ଚିଇନା କାଥା
ହାଦ୍ଦାର ପାଠ ପାଢ଼ାଗେ ଧ୍ୟାନ ଚିଇନା କାଥା
ଈଶ୍ୱର ଭୟ ପ୍ରକୃତ ଆନନ୍ଦ ଦିଏ
ଭଗବାନସିନ୍ ଏଲଚନା ପ୍ରକୃତନୁ ଖୁସି ଚିଇଦ୍
ଧାର୍ମେସିନ ଏଲଚନାନ୍ତି ପ୍ରାକୃତନୁ ଖୁସି ଚିଇ
ଆଗ ଧାଡ଼ିରେ ବସିଲେ ଶିକ୍ଷା ଦାନ ଭଲ ଶୁଭେ
ଆଘ୍ଲି ଧାଡ଼ିନୁ ଅକ୍କୁନ ଶିକ୍ଷାଦାନ ବାନେ ମେନ୍ଦ୍ରି
ଆଘ୍ଲି ଧାଡ଼ିନୁ ଅକ୍କୁନ ଶିକ୍ଷାଦାନ ବାନେ ମେନ୍ଦ୍ରି
ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରିବା ଭଲ
ଭଗବାନସିନ ଗୁହାର କାମିକିରି ନାଲଖୁ ଶୁରୁ କାମନାଦ୍ ବାନେ
ଭଗବାନସିନ ଗୁହାର କାମିକିରି ନାଲଖୁ ଶୁରୁ କାମନାଦ୍ ବାନେ
ବଢେଲ ଫାଡୁ ବାନେ ଏମ୍ବା ଲାଗିଦ୍
ନେୱା ଖାଞ୍ଜପା ବେସ ଏମ୍ବା ଲାଗି
ପରିଶ୍ରମ ବିହୀନ ଆଶା ବୃଥାରେ ଯାଏ
ବିନ୍ ଖାଟନିନୁ ଆଶା କାମନାଦ୍ ବେକାର
ବିନା ମିହନାଇତନୁ ଆଶ୍ରାକାମନାଦ ବେକାର
ଆଲମିରାରେ ବହି ପତ୍ର ସୁରକ୍ଷିତ ରହେ
ଆଲମାରିନୁ ବହି ପତର ବାନେ ରାଇ
ଆଲମାରିନୁ ବହି ପତର ବାନେ ରାଇ
ଆଙ୍କୁଡ଼ି ସହାଯ୍ୟରେ ଆମ୍ବ ତୋଳାଯାଏ
ଟୁଣସି ଲାଠିତି ଟାଠା ଚହା କାଇ
ଟୁଣସି ଲାଠିତି ଟାଟଖା ଚଖ୍ତାରି