Odia-Oraon-Kisan-Sabdakosh
ଶିକ୍ଷକ ଡାକିବା ମାତ୍ରେ ମୁଁ ଉପସ୍ଥିତ ରହେ
ମାଷ୍ଟରସ ମେହନା ଖାଣିନ୍ ଏନ୍ ଉପସ୍ଥିତ ମାନ୍ଦାନ
ମାଷ୍ଟାରାସଘି ମେଖ୍ନା ଖାନେମ୍ ହାଜିର ମାନ୍ଦାନ
ଅପରିଷ୍କାର ମୁଣ୍ଡରେ ଉକୁଣି ଜାତ ହୁଅନ୍ତି
ମାଇଲା କୁକ୍କୁନୁ ପେନୁ ମାନିଦ୍
ମାଇଲା କୁକୁନୁ ପେନ୍ ସିର୍ଜିରି
ଉତ୍ତର ଦିଗରୁ ଥଣ୍ଡା ପବନ ବହେ
ଉତର ଦିଗ୍ନ୍ତି ଠାଣ୍ଡା ହାଉଆ ବାରି
ଉତ୍ତାର କୋଣାନ୍ତି ଠାଣ୍ଡା ତାକାବାରି
କନ୍ଧମାଳରେ ଉତ୍କୃଷ୍ଟ ହଳଦୀ ଉତ୍ପାଦନ କରାଯାଏ
କନ୍ଧମାଲନୁ ବାଢ଼ିଆ ବାଆଲ୍କା ଚାସ କାମା କାଇ
କନ୍ଧମାଲନୁ ବାଢ଼ିଆ ବାଆଲ୍କା ଭବବାନାର
ଜମିର ଉତ୍ପାଦିକା ଶକ୍ତି କମି ଗଲାଣି
ହାଲ୍ଲୁଘି ଉପ୍ଜନ ଶକତି କମାରା କେରାଦିନ୍
ହାଲ୍ଲୁଘି ଉପ୍ଜନ ଶକ୍ତି କମାରା କେରାଦିମ୍
ଶାଗୁଣା ଖୁବ୍ ଉଚ୍ଚରେ ଉଡ଼ିପାରେ
ରାବାଁଣଦ୍ ଖୁବ ମିଁୟା ଉଡ଼ିଆରା ଅଙ୍ଗି
କାନ୍ହେରାଦ ଖୁବ ମିଁୟା ଉଡ଼ିଆରା ଅଙ୍ଗି
ସମ୍ମାନୀୟ ଅତିଥିଙ୍କୁ ଉଚ୍ଚ ଆସନରେ ବସାଯାଏ
ସମ୍ମାନୀୟ ପାହ୍ୟାରଗେ ମିଁୟା ଜାଗା ଚିଆକାଇ
ସମ୍ମାନୀୟ ପାହିସ୍ଥାରିନ ମେଚ୍ଛା ଆଡ଼ାନୁ ଅକତାରି
ଦୁର୍ଘଟଣାରେ ତାର ସବୁ ଉତ୍ସନ୍ନ ହୋଇଗଲା
ଦୁର୍ଘଟାନା ନୁ ତାଙ୍ଘାଏ ସାଫା ବର୍ବାଦ ମାଞ୍ଚାକେରା
ଦୁର୍ଘଟାନା ନୁ ତାଙ୍ଘାଏ ସାଫା ବର୍ବାଦ ମାଞ୍ଚାକେରା
ଦୁଷ୍ଟମାନଙ୍କର ଉତ୍ପାତ ବଢ଼ିବାରେ ଲାଗିଛି
ବଦମାସ ଜାମାରଘି ଉତ୍ପାତ ବାଢ଼ରାଗେ ଲାକିଚି
ବଦମାସ ଜାମାରଘି ଉତ୍ପାତ ବାଢ଼ରାଗେ ଲାକିଚି