Odia-Oraon-Kisan-Sabdakosh
ଓସାର ଲମ୍ବା ଅପେକ୍ଷା ସାନ ଅଟେ
ଅସାର ଲାମ୍ବାନ୍ତିନ ଛଟେଦ୍ ରାଇଦ୍
ଅସାର ଲାମ୍ବାନ୍ତିନ ଛଟେଦ୍ ମାନି
ଚାଷୀମାନେ ଓଜନ କରି ପନିପରିବା ବିକିବା ଉଚିତ
ଚାଷୀ ଜାମାର ଉଜନ କାମାକିରି ଆଢା ଚେହେଁଲା ବିଇସନା ଦାରକାର
ତାଗୀର ନାପଆଜଖାଆର କି ଆଡ଼ଖା ଚେଖେଲ ବିସନା କାଥା
ପଅଞ୍ଜଲୋ ଆମ୍ମୁନୁ କାଆଲା ବାରା ଅଙ୍ଗି
ଉଦ୍ଧ ଆମ୍ମୁନୁ କାଆଲା ବାର୍ଆ ଭଙ୍ଗି
ସାବଧାନରେ ସାଇକେଲରୁ ଓହ୍ଲାଇବା ଉଚିତ
ହୁସିଆରନୁ ସାଇକଲନ୍ତି ଏତ୍ନା ଦାରକାର
ହୁସିଆରନୁ ସାଇକଲନ୍ତି ଏତ୍ନା ଦାରକାର
ଉଁଟବଦ୍ ମରୁଭୂମିନ୍ତା ଜାହାଜଦୁ
ଉଁଟାଦ୍ ଚାଲକୁରତା ଜାହାଁଜ ହିକେ
ଗାଁ ଗହଳିରେ ଓସାରିଆ ରାସ୍ତା ନଥାଏ
ପାଦା ଗୁଠିନୁ ଅସାର ପାବୁ ମା ରାଇଦ୍
ପାଦା ଗୁଠିନୁ ଅସାର ପାବେ ମା ରାଇ
କଥା କହିବାରେ ଓଷ୍ଠ ସାହାଯ୍ୟ କରେ
କାଥା ତେଙ୍ଗନାଗେ ଠୁଁଢିଦ୍ ସାହାରା କାମିଦ୍
କାଥା ତେଙ୍ଗନାଗେ ଠୁଁଢିଦ୍ ସାହାରା କାମିଇ
ଘୁର୍ଣ୍ଣିବାୟୁ ଘରର ଚାଳ ଓଲଟାଇ ଫିଙ୍ଗେ
ଧୁନ୍ଦୁଧୁକାଦ୍ ଆଡ଼ପାନ୍ତା ହାମି ଉଲଟି ହେବ୍ଡ଼ିଦ୍
ଧୁନ୍ଦୁଧୁକାଦ୍ ଆଡ଼ପାନ୍ତା ଖମିନ ଉଲଟି ହେବ୍ଡ଼ି
ଓଡ଼ିଶୀ ନୃତ୍ୟ ବିଶ୍ୱ ଦରବାରରେ ଆଦର ପାଉଛି
ଓଡ଼ିଶୀ ନାଲନାଦ୍ ପୁରଥିନୁ ଆଦର ହାଖାଲିଦ୍
ଓଡ଼ିଶୀ ନାଲନାଦ୍ ପୁରଥିନୁ ଆଦର ହାଖାଲିଦ୍
ଯାନବାହନରେ ଓହଳି ଯାତ୍ରାକରିବା ବିପଦପୂର୍ଣ୍ଣ ଅଟେ
ଗାଡ଼ି ମଟରନୁ ଝୁଲରନା କାନାଦ୍ ବାଡ଼କା ବିପଦ୍
ଗାଡ଼ି ମଟରନୁ ଦଲଂଗାରନା କାନାଦ୍ ଆନାଇତ ସଂକଟ ହିକେ